Posts

ବିଦେଶ-ଜନସଂଖ୍ୟା ବଢାଅ

Image
  ରୁଷୀୟ ମହିଳାଙ୍କୁ ପୁଟିନଙ୍କ ଅନୁରୋଧ, ୮ ଛୁଆ ଜନ୍ମ କର Latest Leading ଦେଶ- ବିଦେଶ By  Sambad Digital   Last updated  Dec 2, 2023 Image Courtesy of Zee News   ସେୟାର ମସ୍କୋ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଦେଶର ମହିଳାମାନଙ୍କୁ ଅତି କମ୍‌ରେ ୮ଟି ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରିଛନ୍ତି। ମଙ୍ଗଳବାର ମସ୍କୋରେ ବିଶ୍ୱ ରୁଷୀୟ ପିପୁଲ୍ସ କାଉନସିଲକୁ ସମ୍ବୋଧିତ କରିବା ଅବସରରେ ପୁଟିନ୍ ଏହା କହିଛନ୍ତି। ୧୯୯୦ ମସିହାରୁ ରୁଷିଆରେ ଜନ୍ମହାର ହ୍ରାସ ପାଇବାରେ ଲାଗିଛି ଏବଂ ଗତ ବର୍ଷ ଫେବ୍ରୁଆରିରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଦେଶରେ ୩,୦୦,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ADVERTISEMENT recommended by MAX LIFE INSURANCE Secure Your Family With ₹1Cr Term Plan @ ₹841/Month*! *T&C Apply GET QUOTE ପୁଟିନ୍ କହିଛନ୍ତି, ଆଗାମୀ ଦଶନ୍ଧି ପାଇଁ ରୁଷିଆର ଜନସଂଖ୍ୟା ବୃଦ୍ଧି ଆମର ଲକ୍ଷ୍ୟ ହେବ। ଆମର ଅନେକ ଜାତିଗତ ଗୋଷ୍ଠୀ ଚାରି, ପାଞ୍ଚ କିମ୍ବା ତା’ଠାରୁ ଅଧିକ ସନ୍ତାନ ଥିବା ବଡ଼ ପରିବାରର ପରମ୍ପରାକୁ ବଜାୟ ରଖିଆସିଛନ୍ତି। ମଙ୍ଗଳବାର ଭିଡିଓ ଲିଙ୍କ୍ ଜରିଆରେ ପରିଷଦକୁ ସମ୍ବୋଧିତ କରି ପୁଟିନ୍ କହିଛନ୍ତି ଯେ ଆମର ଅନେକ ଜେଜେମା’ ଏବଂ ଅଣଜେଜେମା’ଙ୍କର ସାତ, ଆଠ କିମ୍ବା ତା’ଠାରୁ ଅ...